01


ଗଞ୍ଜାମ ଜିଲ୍ଲାରେ ଆସନ୍ତା ଦଣ୍ଡନାଚ ପର୍ବକୁ ଶୃଙ୍ଖଳାବଦ୍ଧ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଶ୍ଳୀଳ, ଅପସଂସ୍କୃତି ଓ ଅସାମାଜିକ ଉପାଦାନ ପ୍ରଦର୍ଶନ ଘଟଣାକୁ ରୋକିବା ଉଦ୍ଦେଶ୍ୟରେ ଏହି Standard Operating Procedure (SOP) ଜାରି କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।


